Advertisment

‘କାମ ନ କରି ବେଇମାନୀ କରୁଛି ବିଜେଡି ସରକାର’

ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ିବା ସହ ଜୁନ୍ ୧୦ରେ ଶପଥ ଗ୍ରହଣ ସମାରୋହକୁ ସାଧାରଣ ଲୋକଙ୍କୁ ଆମନ୍ତ୍ରଣ କରିବାକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି ।

author-image
Manoj Swain

ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ିବା ସହ ଜୁନ୍ ୧୦ରେ ଶପଥ ଗ୍ରହଣ ସମାରୋହକୁ ସାଧାରଣ ଲୋକଙ୍କୁ ଆମନ୍ତ୍ରଣ କରିବାକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି। ଏଥିନିମନ୍ତେ ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି। ଉକ୍ତ ଟଙ୍କାକୁ ଓଡ଼ିଶା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି। ମୋଦି ମାଗଣା ଚାଉଳ ଦେଉଛି, ଏଠାକାର ସରକାର ସେଥିରେ ନିଜ ଫଟୋ ଛାପୁଛି। ଗତକାଲି ବିଜେଡି ସରକାରଙ୍କୁ ଏଭଳି କହି ଜୋରଦାର ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

Advertisment
PM Modi Bjp Odisha