ଟେରର ପଲିଟିକ୍ସ ପାଇଁ ପ୍ରତାପଙ୍କୁ ବିଜେଡିର ବଡ଼ ଦାୟିତ୍ବ | Odisha Reporter
ରାଜ୍ୟରେ ଅପରାଧିକ ସାମ୍ରାଜ୍ୟ ତିଆରି କରିଛି ବିଜେଡି । ହତ୍ୟା ମାମଲାର ୧୩ ନମ୍ବର ମୁଦାଲା ପ୍ରତାପ ଜେନାଙ୍କୁ ବିଜୁ ଜନତା ଦଳ ନିଜର କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ କରିଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାହାଙ୍ଗାରେ ଟ୍ରିପଲ ମର୍ଡରରେ ସମ୍ପୃକ୍ତି ଥାଇ ମଧ୍ୟ ପୁଲିସ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଏପର୍ଯ୍ୟନ୍ତ ପ୍ରଶ୍ନ କଲାନି । ବିଜେଡି ରାଜ୍ୟରେ ଅପରାଧିଙ୍କ ସାମ୍ରାଜ୍ୟ ତିଆରି କରିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
