'ରାଜ୍ୟରେ ଅପରାଧିକ ସାମ୍ରାଜ୍ୟ ତିଆରି କରିଛି ବିଜେଡି'

  • Published: Friday, 03 November 2023
  • , Updated: 03 November 2023, 02:23 PM IST

ରାଜ୍ୟରେ ଅପରାଧିକ ସାମ୍ରାଜ୍ୟ ତିଆରି କରିଛି ବିଜେଡି । ହତ୍ୟା ମାମଲାର ୧୩ ନମ୍ବର ମୁଦାଲା ପ୍ରତାପ ଜେନାଙ୍କୁ ବିଜୁ ଜନତା ଦଳ ନିଜର କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ କରିଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାହାଙ୍ଗାରେ ଟ୍ରିପଲ ମର୍ଡରରେ ସମ୍ପୃକ୍ତି ଥାଇ ମଧ୍ୟ ପୁଲିସ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଏପର୍ଯ୍ୟନ୍ତ ପ୍ରଶ୍ନ କଲାନି । ବିଜେଡି ରାଜ୍ୟରେ ଅପରାଧିଙ୍କ ସାମ୍ରାଜ୍ୟ ତିଆରି କରିଛି ।

Related story