ପ୍ରମିଳା ବିଷୋୟୀ ପଛରେ! | Odisha Reporter
ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସ୍ଥାନ ମିଳିବା ନେଇ ସଂସଦରେ ବିଲ୍ ପାସ୍ ହୋଇଛି। ହେଲେ ୧୭ ତମ ଲୋକସଭାରେ ଓଡ଼ିଶାରୁ ବର୍ତ୍ତମାନ ଏକ-ତୃତୀୟାଂଶ ମହିଳା ଅର୍ଥାତ୍ ୨୧ ଜଣରୁ ୭ ଜଣ ମହିଳା ପ୍ରତିନିଧିତ୍ବ କରୁଛନ୍ତି। ସେମାନଙ୍କ ଭିତରେ ବିଜେଡିରୁ ୫ ଜଣ ଥିବାବେଳେ ବିଜେପିରୁ ୨ ଜଣ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
