ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସ୍ଥାନ ମିଳିବା ନେଇ ସଂସଦରେ ବିଲ୍ ପାସ୍ ହୋଇଛି। ହେଲେ ୧୭ ତମ ଲୋକସଭାରେ ଓଡ଼ିଶାରୁ ବର୍ତ୍ତମାନ ଏକ-ତୃତୀୟାଂଶ ମହିଳା ଅର୍ଥାତ୍ ୨୧ ଜଣରୁ ୭ ଜଣ ମହିଳା ପ୍ରତିନିଧିତ୍ବ କରୁଛନ୍ତି। ସେମାନଙ୍କ ଭିତରେ ବିଜେଡିରୁ ୫ ଜଣ ଥିବାବେଳେ ବିଜେପିରୁ ୨ ଜଣ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଭିଜିଲାନ୍ସ କେସ୍ ଥିଲେ ଘରୋଇ ସଚିବ ମନା !
ମନ୍ତ୍ରୀଙ୍କ ଘରୋଇ ସଚିବ ବା ଓଏସଡି ହେବାକୁ ହେଲେ ଭିଜିଲାନ୍ସ କେସ୍ ନଥିବ।
Politics
ରାତି ପାହିଲେ ୩୫ ଲକ୍ଷ ମହିଳାଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ। ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଉ କିଛି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।
Politics
ହରିୟାଣାରେ ବିଜେପିର ହ୍ୟାଟ୍ରିକ, ବିଜେଡିକୁ ଶକ୍ତଧକ୍କା: ଭାଙ୍ଗିଲା ପୁଣି କ୍ଷମତାକୁ ଫେରିବାର ସ୍ୱପ୍ନ
ହରିୟାଣାରେ କଂଗ୍ରେସ କ୍ଷମତାକୁ ଫେରିଲେ ଓ ପରିବର୍ତ୍ତିତ ପରିସ୍ଥିତିରେ ଏନଡିଏର ସହଯୋଗୀ ଦଳ ଯଦି ସମର୍ଥନ ପ୍ରତ୍ୟାହାର କରିନେଲେ କେନ୍ଦ୍ରରେ ଇଣ୍ଡି ମେଂଟ ସରକାର ହେବ ବୋଲି ବିଜେଡି ଅଙ୍କ କଷିଥିଲା।