Advertisment

ସଂଜୟ ଦେଖିଲେ, ବାସୁଦେବପୁରରେ ଭିତିରି ଫାଇଟ୍

ଭଦ୍ରକ ପରେ ବାସୁଦେବପୁରରେ ବିଜେଡି ମଧ୍ୟରେ ଥିବା ଫାଟ ଜଳ ଜଳ ହୋଇ ଦେଖାଗଲାଣି । ଭଦ୍ରକ ବିଜେଡିକୁ ଏକ କରିବା ନେଇ ସଂଜୟଙ୍କ ପାଇଁ ବଢ଼ୁଛି ଚ୍ୟାଲେଞ୍ଜ।

Advertisment

ଭଦ୍ରକ ପର୍ଯ୍ୟବେକ୍ଷକ ସଂଜୟ ଶୁଣିଲେ ମୁକ୍ତିକାନ୍ତଙ୍କ ବିରୋଧରେ କର୍ମୀଙ୍କ ବିଷୋଦଗାର। ଦଳୀୟ ବୈଠକରେ ସରପଞ୍ଚଙ୍କୁ କୁହାଇ ଦେଲେନି ମୁକ୍ତିକାନ୍ତ ଏବଂ ସାଂସଦ ମଞ୍ଜୁଲତାଙ୍କୁ । ବାସୁଦେବପୁରରେ ମୁକ୍ତିକାନ୍ତ ବନାମ ବିଷ୍ଣୁବ୍ରତ ଯୁଦ୍ଧ ହେଲାଣି ତୀବ୍ର ! ସୁଗୋ ପଞ୍ଚାୟତରେ ମୁକ୍ତିଙ୍କ ସମିତି ସଭ୍ୟକୁ ବିଷ୍ଣୁବ୍ରତଙ୍କ ସରପଞ୍ଚ। ଭଦ୍ରକ ପରେ ବାସୁଦେବପୁରରେ ବିଜେଡି ମଧ୍ୟରେ ଥିବା ଫାଟ ଜଳ ଜଳ ହୋଇ ଦେଖାଗଲାଣି । ଭଦ୍ରକ ବିଜେଡିକୁ ଏକ କରିବା ନେଇ ସଂଜୟ ଦାସ ବର୍ମାଙ୍କ ପାଇଁ ବଢ଼ୁଛି ଚ୍ୟାଲେଞ୍ଜ।

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe