Advertisment

ଭୁଶୁଡ଼ୁଛି ବିଜେଡି ଗଡ଼

ସାଧାରଣ ନିର୍ବାଚନର ଦରଜ ଏବେ ଯାଏ ଯାଇନଥିବା ବେଳେ ବିଜେଡି ହାତରୁ ଏବେ ବ୍ଲକ ଖସୁଛି।

author-image
Jitendra Garnayak

ଚାହିଁଛି ବିଜେଡି, ଛଡାଇ ନେଉଛି ବିଜେପି। ବିଜେଡି ନେତା ଜଳକା, ବିଜେପି ନେତା ଖୁସିରେ ଫୁଟାଉଛନ୍ତି ଫୋଟକା। ସାଧାରଣ ନିର୍ବାଚନର ଦରଜ ଏବେ ଯାଏ ଯାଇନଥିବା ବେଳେ ବିଜେଡି ହାତରୁ ଏବେ ବ୍ଲକ ଖସୁଛି। ଗୋଟିଏ ପରେ ଗୋଟିଏ ବ୍ଲକରେ ଅନାସ୍ଥା ଆସୁଛି ଆଉ ସେହି ଅନୁସାରେ ଦଖଲ କରୁଛି ବିଜେପି। 

Advertisment