ବିଜେଡି ଚାହିଁଛି, ବିଜେପି ଭିଡୁଛି | Odisha Reporter
Advertisment
ଚାହିଁଛି ବିଜେଡି, ଛଡାଇ ନେଉଛି ବିଜେପି। ବିଜେଡି ନେତା ଜଳକା, ବିଜେପି ନେତା ଖୁସିରେ ଫୁଟାଉଛନ୍ତି ଫୋଟକା। ସାଧାରଣ ନିର୍ବାଚନର ଦରଜ ଏବେ ଯାଏ ଯାଇନଥିବା ବେଳେ ବିଜେଡି ହାତରୁ ଏବେ ବ୍ଲକ ଖସୁଛି। ଗୋଟିଏ ପରେ ଗୋଟିଏ ବ୍ଲକରେ ଅନାସ୍ଥା ଆସୁଛି ଆଉ ସେହି ଅନୁସାରେ ଦଖଲ କରୁଛି ବିଜେପି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us