ଭିତରେ ପାଣ୍ଡିଆନଙ୍କ ଖେଳ, ଉପରେ ନବୀନଙ୍କ ଦସ୍ତଖତ !

ବିଜେଡି ବିପର୍ଯ୍ୟୟର ସମୀକ୍ଷା ନକରି ରାଜ୍ୟସ୍ତରୀୟ ସବୁ ସାଂଗଠନିକ କମିଟିକୁ ଭାଙ୍ଗିଦେବା ସହ ଯେଭଳି ଢଙ୍ଗରେ ମିଡିଆ ଟିମ୍ ଗଢ଼ାଯାଇଛି ସେଥିରେ ନବୀନଙ୍କ ଉପରେ ପାଣ୍ଡିଆନ ସିଣ୍ଡ୍ରୋମ ଜଳଜଳ ହୋଇ ପ୍ରତିଫଳିତ ହେଉଛି ।

Manoj Swain
  • Published: Tuesday, 09 July 2024
  • Updated: 09 July 2024, 01:17 PM IST

Sports

Latest News

ପରାଜୟ ପରେ ବିଜେଡିର ନବକଳେବର କରିଛନ୍ତି ନବୀନ ପଟ୍ଟନାୟକ। ଦଳର ପୁରୁଖା ଏବଂ ଅଭିଜ୍ଞ ନେତାଙ୍କୁ କରାଯାଇଛି ମୁଖପାତ୍ର । ନୂଆ ଲିଷ୍ଟରେ ସ୍ପଷ୍ଟ ଝଲକୁଛି ସନ୍ନ୍ୟାସ ନେଇଥିବା ବିଜେଡି ନେତା ପାଣ୍ଡିଆନଙ୍କ ଛାପ ! ପ୍ରତାପ ଜେନାଙ୍କୁ ଛାଡିଦେଲେ ଅନ୍ୟ 3 ମିଡିଆ କୋର୍ଡିନେଟର ପୁରୁଣା ଟିମର। ଦଳ ମାନସ ମଙ୍ଗରାଜଙ୍କୁ ଆଉଟ କରିଛି କିନ୍ତୁ ତାଙ୍କ ଟିମକୁ କୋଳେଇ ନେଇଛି । ନୂଆକରି ସୁକାନ୍ତ ପଣ୍ଡା ହୋଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋଙ୍କ ପିଆରଓ। ଦେଖନ୍ତୁ ପୂରା ରିପୋର୍ଟ । 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos