ଭିତରେ ପାଣ୍ଡିଆନଙ୍କ ଖେଳ, ଉପରେ ନବୀନଙ୍କ ଦସ୍ତଖତ !

  • Published: Tuesday, 09 July 2024
  • , Updated: 09 July 2024, 01:17 PM IST

ପରାଜୟ ପରେ ବିଜେଡିର ନବକଳେବର କରିଛନ୍ତି ନବୀନ ପଟ୍ଟନାୟକ। ଦଳର ପୁରୁଖା ଏବଂ ଅଭିଜ୍ଞ ନେତାଙ୍କୁ କରାଯାଇଛି ମୁଖପାତ୍ର । ନୂଆ ଲିଷ୍ଟରେ ସ୍ପଷ୍ଟ ଝଲକୁଛି ସନ୍ନ୍ୟାସ ନେଇଥିବା ବିଜେଡି ନେତା ପାଣ୍ଡିଆନଙ୍କ ଛାପ ! ପ୍ରତାପ ଜେନାଙ୍କୁ ଛାଡିଦେଲେ ଅନ୍ୟ 3 ମିଡିଆ କୋର୍ଡିନେଟର ପୁରୁଣା ଟିମର। ଦଳ ମାନସ ମଙ୍ଗରାଜଙ୍କୁ ଆଉଟ କରିଛି କିନ୍ତୁ ତାଙ୍କ ଟିମକୁ କୋଳେଇ ନେଇଛି । ନୂଆକରି ସୁକାନ୍ତ ପଣ୍ଡା ହୋଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋଙ୍କ ପିଆରଓ। ଦେଖନ୍ତୁ ପୂରା ରିପୋର୍ଟ । 

 

Related story