Advertisment

କଟକ ଲୋକସଭାର ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ସବୁଠୁ ଧନୀ

କଟକ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର 482 କୋଟି ଟଙ୍କାର ମାଲିକ ।

Advertisment

ବିଜେଡିର ସବୁଠୁ ଧନୀ ନେତା କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । ଚଳିତ ନିର୍ବାଚନରେ ଏଯାଏଁ ଦାଖଲ ହୋଇଥିବା ସତ୍ୟପାଠରୁ ଉଲ୍ଲେଖ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 71 କୋଟି ଟଙ୍କାର ମାଲିକ । ସେପଟେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର 482 କୋଟି ଟଙ୍କାର ମାଲିକ । ଯାହା ଦେଖିଲେ ନବୀନଙ୍କ ସମ୍ପତ୍ତି ମୂଲ୍ୟ ଠାରୁ ପ୍ରାୟ 7 ଗୁଣ ଅଧିକ ।

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe