ବିଜେଡି କହିଲା ଆଉ ବିଡିଓ ଆମର ବୋଲ ମାନୁନାହାଁନ୍ତି | Odisha Reporter
Advertisment
ବାବୁ ଆଉ ବିଜେଡିର ବୋଲ ମାନୁ ନାହାଁନ୍ତି। ବିଜେଡି କଥା ଆଉ ସେମାନେ ଶୁଣୁ ନାହାଁନ୍ତି। ଦିନ ଥିଲା ଓଡ଼ିଶାରେ ବାବୁ ରାଜ ଚାଲିଛି ବୋଲି ଅଭିଯୋଗ ହେଉଥିଲା। ବ୍ଲକରେ ବିଡିଓ, ଜିଲ୍ଲାରେ ଜିଲ୍ଲାପାଳମାନେ ମୋଷ୍ଟ ପାଓ୍ବରଫୁଲ ଥିଲେ। ବିଜେଡି କଥାରେ ପରିଚାଳିତ ହେଉଛନ୍ତି ବୋଲି ଅଭିଯୋଗ ହେଉଥିଲା। ଏହାପରେ ସରକାର ବଦଳିଲା ରାଜ୍ୟରେ ଏବେ ବିଜେପି ସରକାର । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us