Advertisment

'ମୁଁ ଜାଣିଛି ସୌମ୍ୟ କେମିତି ପାଇଲେ ଟିକେଟ୍'

ଅନୁଭବ ପଟ୍ଟନାୟକ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ନିଜ ଜନ୍ମ ଦିନରେ ସୌମ୍ୟ ସତ କୁହନ୍ତୁ । ୨୦୧୯ରେ ବିଧାୟକ ଟିକଟ ପାଇଁ ସୌମ୍ୟ ନବୀନ ନିବାସରେ କିଭଳି ଅନୁରୋଧ କରିଥିଲେ, ତାହା ମୁଁ ଦେଖିଛି । ତେବେ ବିଧାୟକ ହେବା ପରେ ତାଙ୍କର ଇଚ୍ଛା ସେ ମନ୍ତ୍ରୀ ହେବେ ।

Advertisment

ବିଜେଡିକୁ ହଲାଇ ଦେଇଛି ଦଳୀୟ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ‘ଆମ ଘରର ହାଲଚାଲ’ ଲେଖା।  ସୌମ୍ୟଙ୍କ ଲେଖା ପ୍ରକାଶିତ ହେବା ପରେ ବିଜେଡିର ହାଲତ ଖରାପ ହୋଇଯାଇଥିବା ଜଣାପଡ଼ୁଛି।  ବିଜେଡି ନେତା ତଥା ଖଣ୍ଡପଡ଼ା ଟିକେଟ ଆଶାୟୀ ଅନୁଭବ ପଟ୍ଟନାୟକ ସୌମ୍ୟଙ୍କ ଲେଖାକୁ କଡ଼ା ସମାଲୋଚନା କରିଛନ୍ତି। ସୌମ୍ୟଙ୍କ ନାଁ ନନେଇ ଅନୁଭବ ଟ୍ୱିଟ୍‌ କରି ତାଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସୌମ୍ୟଙ୍କ ଆଲେଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।

Advertisment
BjD Soumya Ranjan Patnaik Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe