Advertisment

ବିଜେଡିକୁ ଘାରିଛି ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବା ଚିନ୍ତା !

ସରକାର ପରିବର୍ତ୍ତନ ହେଲେ ମିଶନ ଶକ୍ତି ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛି ଦଳ।

author-image
Manoj Swain
ଅଦ୍ୟତନ ହୋଇଛି

ବିଜେଡି କହୁଛି ବିଜେପି ଆସିଲେ ବନ୍ଦ ହୋଇଯିବ ମିଶନ ଶକ୍ତି। ମା' ମାନଙ୍କ ବିରୋଧୀ ଏହି ଦଳ। ଏଥିପାଇଁ ପରିବର୍ତ୍ତନ ପରିବର୍ତ୍ତନ ହୁଅନି। ବିଜେଡି ସଙ୍ଗେ ରୁହ ଦଳକୁ ପୁଣି ବିଜୟୀ କର। ଥରେ ନଜର ପକାନ୍ତୁ ବିଜେଡି ଦ୍ବାରା ମିଡିଆରେ ପ୍ରଚାର କରାଯାଉଥିବା ଏହି ବିଜ୍ଞାପନ ଉପରେ। ସରକାର ପରିବର୍ତ୍ତନ ହେଲେ ମିଶନ ଶକ୍ତି ବନ୍ଦ ହୋଇଯିବ ବୋଲି ପ୍ରଚାର କରୁଛି ଦଳ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp BjD Odisha