ଅଦ୍ୟତନ ହୋଇଛି
ଭାଙ୍ଗୁଛି ମହିଳା ଭୋଟ ବ୍ୟାଙ୍କ୍, ଏବେ ଭରସା ଖାଣ୍ଟି ମିଛ ! | Odisha Reporter
Advertisment
ବିଜେଡି କହୁଛି ବିଜେପି ଆସିଲେ ବନ୍ଦ ହୋଇଯିବ ମିଶନ ଶକ୍ତି। ମା' ମାନଙ୍କ ବିରୋଧୀ ଏହି ଦଳ। ଏଥିପାଇଁ ପରିବର୍ତ୍ତନ ପରିବର୍ତ୍ତନ ହୁଅନି। ବିଜେଡି ସଙ୍ଗେ ରୁହ ଦଳକୁ ପୁଣି ବିଜୟୀ କର। ଥରେ ନଜର ପକାନ୍ତୁ ବିଜେଡି ଦ୍ବାରା ମିଡିଆରେ ପ୍ରଚାର କରାଯାଉଥିବା ଏହି ବିଜ୍ଞାପନ ଉପରେ। ସରକାର ପରିବର୍ତ୍ତନ ହେଲେ ମିଶନ ଶକ୍ତି ବନ୍ଦ ହୋଇଯିବ ବୋଲି ପ୍ରଚାର କରୁଛି ଦଳ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us