Advertisment

ଓଡ଼ିଶାରେ ବିଜେପିର ସଫଳତା ପଛରେ କାମ କଲା କେଉଁ ଷ୍ଟ୍ରାଟେଜି ?

ଲୋକସଭାରେ ବିଜେଡିକୁ ଝଟକା, ବିଜେପିକୁ ଜବରଦସ୍ତ ସଫଳତା। ୨୪ ନିର୍ବାଚନକୁ ନେଇ ଅଧିକାଂଶ ଏକଜିଟ୍ ପୋଲ୍‌ ସର୍ଭେ କିଛି ଏଭଳି ସଂକେତ ଦେଉଛି ।

Advertisment

ଓଡ଼ିଶାରେ ବିଜେପି ଗ୍ରାଫ୍ ଉପରମୁହାଁ। ଲୋକସଭାରେ ବିଜେଡିକୁ ଝଟକା, ବିଜେପିକୁ ଜବରଦସ୍ତ ସଫଳତା। ୨୪ ନିର୍ବାଚନକୁ ନେଇ ଅଧିକାଂଶ ଏକଜିଟ୍ ପୋଲ୍‌ ସର୍ଭେ କିଛି ଏଭଳି ସଂକେତ ଦେଉଛି । ଯଦି ଏକଜିଟ୍ ପୋଲ୍‌ର ଆକଳନ ସଠିକ୍ ହୁଏ, ତାହେଲେ ରାଜ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ଭୋଟ୍ ବୃଦ୍ଧିର କାରଣ କଣ ? କେମିତି ସଫଳ ହେବାକୁ ଯାଉଛି ବିଜେପି ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp Exit Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe