‘ବିଜେଡିର ଛାମୁଆ ଲୋକ ମୋତେ ଟାର୍ଗେଟ କରିଛନ୍ତି’ | Odisha Reporter
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ । ତାଙ୍କ ନାଁରେ ଚାଷୀଙ୍କ କୃଷି ସବସିଡି ବାବଦରେ ପ୍ରାୟ ୩କୋଟି ଟଙ୍କା ହଡ଼ପ କରିଛନ୍ତି ଓ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି ବୋଲି ନବୀନ କହିବା ପରେ ଶ୍ରୀ ପରିଡ଼ାଙ୍କୁ ଭିଜିଲାନ୍ସ ଖୁବଶୀଘ୍ର ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏପଟେ ମୁଁ କୌଣସି ସ୍କାମ କରିନାହିଁ ବୋଲି କହିଲେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
