Advertisment

‘ବିଜେଡିର ଛାମୁଆ ଲୋକ ମୋତେ ଟାର୍ଗେଟ କରିଛନ୍ତି’

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ।

Advertisment

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ । ତାଙ୍କ ନାଁରେ ଚାଷୀଙ୍କ କୃଷି ସବସିଡି ବାବଦରେ ପ୍ରାୟ ୩କୋଟି ଟଙ୍କା ହଡ଼ପ କରିଛନ୍ତି ଓ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି ବୋଲି ନବୀନ କହିବା ପରେ ଶ୍ରୀ ପରିଡ଼ାଙ୍କୁ ଭିଜିଲାନ୍ସ ଖୁବଶୀଘ୍ର ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏପଟେ ମୁଁ କୌଣସି ସ୍କାମ କରିନାହିଁ ବୋଲି କହିଲେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା।

Advertisment
Odisha BjD Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe