Advertisment

ନବୀନ ପଟ୍ଟନାୟକ ହେବେ ବିରୋଧୀ ଦଳ ନେତା ?

ଶାସକରୁ ବିରୋଧୀ ଦଳ ହୋଇଛି ବିଜେଡି ।

Advertisment

କଥା ଅଛି ଯିଏ ହାରି କି ମଧ୍ୟ ବାଜି ଜିତେ ସେ ହେଉଛି ବାଜିଗର। ନବୀନ ବାବୁ ଯୁଦ୍ଧ ହାରିଯାଇଛନ୍ତି । ଏପରିକି ଦୁଇଟି ସ୍ଥାନରୁ ନିର୍ବାଚନ ଲଢୁଥିଲେ ମଧ୍ୟ ଗୋଟିଏ ସ୍ଥାନରୁ ହାରିଛନ୍ତି ଆଉ ଗୋଟିଏ ସ୍ଥାନରେ ଅଳ୍ପ ଭୋଟରେ ବିଜୟୀ ହୋଇଛନ୍ତି। ନିର୍ବାଚନରେ ବିଜେଡିର ବିଧାନସଭା ଏବଂ ଲୋକସଭାରେ ଶୋଚନୀୟ ପରାଜୟ ହୋଇଛି। ନିର୍ବାଚନ ହାରିବା ପରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳର ମୁଖିଆ ହେଉଛନ୍ତି ନବୀନ ପଟ୍ଟନାୟକ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Naveen Patnaik BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe