Advertisment

ସର୍ଭେ କହୁଛି, ରାଜନାଥ ବି କହିଲେ ଏଥର ଫୁଟୁଛି ଫୁଲ !

ଭୋଟରଙ୍କୁ ଅପିଲ୍ କଲେ ରାଜନାଥ ସିଂ, ଓଡ଼ିଶାରେ ବନାନ୍ତୁ ଡବଲ ଇଞ୍ଜିନର ସରକାର। ବିଜେଡି କହିଲା ଏଠାରେ ଡବଲ୍ ଇଞ୍ଜିନର ସରକାର ଦରକାର ନାହିଁ ।

Advertisment

ବିଜେଡିର ଅକଲ ଗୁଡୁମ କରିଦେଇଛି ତାମିଲ ମିଡିଆର ସର୍ଭେ ! ଏକା ଥରକେ ଲୋକସଭାରେ ଦେଉଛି 20 ଆସନ ଆଉ ବିଜେଡିକୁ 1 । ସେହିପରି ବିଜେପିର ଭୋଟ ପ୍ରତିଶତ 50 ପାର୍ କରିଦେଇଛି । ଓଡ଼ିଶା ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଲେ, ରାଜନୀତି ସମୀକ୍ଷକ କହିଲେଣି, କେନ୍ଦ୍ରରେ ବିଜେପି, ରାଜ୍ୟରେ ବି ବିଜେପି । ଭୋଟରଙ୍କୁ ଅପିଲ୍ କଲେ ରାଜନାଥ, ଓଡ଼ିଶାରେ ବନାନ୍ତୁ ଡବଲ ଇଞ୍ଜିନର ସରକାର। ବିଜେଡି କହିଲା ଏଠାରେ ଡବଲ୍ ଇଞ୍ଜିନର ସରକାର ଦରକାର ନାହିଁ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp Rajnath Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe