Advertisment

‘ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିଛି’

ପୁଲିସକୁ ବ୍ୟବହାର କରି ବିଜେଡି କର୍ମୀ ଓ ନେତାଙ୍କ ଉପରେ ମାମଲା କରୁଛି ବିଜେପି।

author-image
Jitendra Garnayak

ବିଜେପି ସରକାର ଆସିବା ଦିନଠାରୁ ଆଇନ ଶୃଙ୍ଖଳା ବିଗିଡିଛି । ଭଦ୍ରକ ଏବଂ ବାଲେଶ୍ୱରରେ ଗୋଷ୍ଠୀ ସଙ୍ଘର୍ଷ ହେଲା। ଚୋରି, ଡକାୟତି, ଦୁଷ୍କର୍ମ ବଢ଼ିବାରେ ଲାଗିଛି। ପୁଲିସକୁ ବ୍ୟବହାର କରି ବିଜେଡି କର୍ମୀ ଓ ନେତାଙ୍କ ଉପରେ ମାମଲା କରୁଛନ୍ତି।  ବିଜେପି କର୍ମୀ ଅତ୍ୟାଚାର କଲେ ବି କିଛି ହେଉନି। ସରକାରୀ ଗୁଣ୍ଡା ଭାବେ ବ୍ୟବହାର କରୁଛି। ଆଜି ଏଭଳି ଅଭିଯୋଗ କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।

Advertisment
Pramila Mallick