6 ମାସ ହେଲା 1 ନମ୍ବର, ମାସେ ପୂରିନି ବିଜେପିକୁ ଦୋଷ

ସରକାର ବଦଳିବା ମାସେ ପୂରନି ବିଜେପି କ୍ଷମତାକୁ ଆସିବାରୁ ଦର ବଢିଲା କହି ବିଜେଡିର ଆଟାକ୍ ।

Manoj Swain
  • Published: Thursday, 04 July 2024
  • Updated: 04 July 2024, 12:58 PM IST

Sports

Latest News

ମୁଦ୍ରାସ୍ଫୀତିରେ 6 ମାସ ହେଲା ଆମ ରାଜ୍ୟ, ଦେଶରେ 1 ନମ୍ବର ରହି ରେକର୍ଡ କରିଛି । 24 ବର୍ଷ ମଧ୍ୟରେ ଆମର ଉତ୍ପାଦନ ଶୂନ ଅନ୍ୟ ଉପରେ ନିର୍ଭର ଅଧିକ । ଅଣ୍ଡାଠୁ ଆଳୁ ଯାଏଁ ଡାଲିଠୁ ପନିପରିବା ଯାଏଁ ସବୁ ପଡୋଶୀଙ୍କ ଉପରେ ନିର୍ଭର । ସରକାର ବଦଳିବା ମାସେ ପୂରନି ବିଜେପି କ୍ଷମତାକୁ ଆସିବାରୁ ଦର ବଢିଲା କହି ବିଜେଡିର ଆଟାକ୍ । ଓଡ଼ିଶାକୁ ଆତ୍ମନିର୍ଭରଶୀଳ ରାଜ୍ୟ କରିବାକୁ ବିଜେପିର ବଡ଼ ଯୋଜନା ,କଞ୍ଜୁମର ରାଜ୍ୟ ନୁହେଁ ଉତ୍ପାଦନଶୀଳ ରାଜ୍ୟ ହେବ ଓଡ଼ିଶା। ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos