ଟିକେଟ୍ ପାଇଁ ବିଜେଡିକୁ ଧମକାଇଲା ବିଜେଡି !

ବେକରେ ବିଜୁ ଜନତା ଦଳର ଗାମୁଛା । ବ୍ୟାନରରେ ଶଙ୍ଖ ଓ ନବୀନ । କିନ୍ତୁ ସଭା ଚାଲିଛି ବିଜେଡି ବିଧାୟକଙ୍କ ବିରୋଧରେ।

Manoj Swain
  • Published: Monday, 05 February 2024
  • Updated: 05 February 2024, 12:36 PM IST

Sports

Latest News

ବେକରେ ବିଜୁ ଜନତା ଦଳର ଗାମୁଛା । ବ୍ୟାନରରେ ଶଙ୍ଖ ଓ ନବୀନ । କିନ୍ତୁ ସଭା ଚାଲିଛି ବିଜେଡି ବିଧାୟକଙ୍କ ବିରୋଧରେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ପଦାରେ ପଡିଛି ବିଜେଡିର ଗୁମର କଥା। ବିଧାୟକ ରମେଶ ବେହେରାଙ୍କ ବିରୋଧରେ ମେଳି ବାନ୍ଧିଲେଣି ବିରୋଧୀ ଗୋଷ୍ଠୀ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos