ଟିକେଟ୍ ପାଇଁ ବିଜେଡିକୁ ଧମକାଇଲା ବିଜେଡି... | BJP Turmoil in Daspalla: MLAs Face Opposition | OR
Advertisment
ବେକରେ ବିଜୁ ଜନତା ଦଳର ଗାମୁଛା । ବ୍ୟାନରରେ ଶଙ୍ଖ ଓ ନବୀନ । କିନ୍ତୁ ସଭା ଚାଲିଛି ବିଜେଡି ବିଧାୟକଙ୍କ ବିରୋଧରେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ପଦାରେ ପଡିଛି ବିଜେଡିର ଗୁମର କଥା। ବିଧାୟକ ରମେଶ ବେହେରାଙ୍କ ବିରୋଧରେ ମେଳି ବାନ୍ଧିଲେଣି ବିରୋଧୀ ଗୋଷ୍ଠୀ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us