Advertisment

ଅଶ୍ବିନୀ ପାତ୍ର ବନାମ ବ୍ରଜ ପ୍ରଧାନ

୨୭ ତମ ପ୍ରତିଷ୍ଠା ଦିବସରେ ବିଜେଡିର ଦୁଇଟି ଚିତ୍ର । ଜନ୍ମଦିନରେ ବିଜେଡି ଦେଖିଲା ଦଳରେ ଫାଟ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ବିଜେଡିରେ ଏବେ ଅଶ୍ବିନୀ ପାତ୍ର ବନାମ ବ୍ରଜ ପ୍ରଧାନ।

Advertisment

୨୭ ତମ ପ୍ରତିଷ୍ଠା ଦିବସରେ ବିଜେଡିର ଦୁଇଟି ଚିତ୍ର । ଜନ୍ମଦିନରେ ବିଜେଡି ଦେଖିଲା ଦଳରେ ଫାଟ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ବିଜେଡିରେ ଏବେ ଅଶ୍ବିନୀ ପାତ୍ର ବନାମ ବ୍ରଜ ପ୍ରଧାନ। ମନ୍ତ୍ରୀ ଅଶ୍ୱିନୀ ପାତ୍ର ରାୟରାମଚନ୍ଦ୍ରପୁର କୁଞ୍ଜ ମେଳାରେ ପ୍ରତିଷ୍ଠା ଦିବସ ପାଳନ କରିଥିବା ବେଳେ ସମାନ୍ତରଳ ଭାବେ ଜଳେଶ୍ୱର ବ୍ଲକ ବଡ଼ ବଜାର ଛକ ନିକଟର ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ତଥା ସମିତି ସଭ୍ୟ ବ୍ରଜମୋହନ ପ୍ରଧାନ ସଙ୍କଳ୍ପ ସମାବେଶ କରିଥିଲେ। ଏଥିରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ ସଂକଳ୍ପ ସମାବେଶକୁ ସଫଳ କରିଥିଲେ।

Advertisment
BjD Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe