Advertisment

ମିଡିଆରେ ରହିବା ପାଇଁ ପ୍ରତାପଙ୍କ ଗୁଲି ଫିଙ୍ଗା !

ମିଡିଆରେ ବିଜେଡି ନେତାଙ୍କ ପ୍ରଭାବ କମିବା ପରେ ଏହି ଗୁଲି ଫିଙ୍ଗା ପ୍ରତିଯୋଗିତା।

author-image
Manoj Swain

ମିଡିଆରେ ବିଜେଡି ନେତାଙ୍କ ପ୍ରଭାବ କମିବା ପରେ ଏହି ଗୁଲି ଫିଙ୍ଗା ପ୍ରତିଯୋଗିତା। କିଏ କହୁଛି ବିଜେପି ଭାଙ୍ଗିଯିବ ବିଜେଡି ଖୁବଶୀଘ୍ର ସରକାରକୁ ଆସିବ। ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଓଡ଼ିଶା ଛାଡ଼ିବ । କମ୍ପାନୀ ଏବେ ଆନ୍ଧ୍ର ମୁହାଁ ବୋଲି ପ୍ରଥମେ ଟ୍ବିଟ୍ ଆଉ ତା’ ପରେ ପ୍ରତାପଙ୍କ ବାଇଟ୍ । ସଂପଦଙ୍କ କଡ଼ା କାଉଣ୍ଟର, ଓଡ଼ିଶାରୁ ମୁହଁ ଫେରାଇଥିବା କମ୍ପାନି ଏବେ ରାଜ୍ୟକୁ ଫେରୁଛନ୍ତି...

Advertisment
Odisha BjD