Advertisment

ଭଦ୍ରକରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି ?

ଭଦ୍ରକ ବିଧାନସଭା ଆସନରେ ହେବ ତ୍ରିମୁଖୀ ଲଢ଼େଇ। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ଜବରଦସ୍ତ ଫାଇଟ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

Advertisment

ଭଦ୍ରକ ବିଧାନସଭା ଆସନରେ ହେବ ତ୍ରିମୁଖୀ ଲଢ଼େଇ। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ଜବରଦସ୍ତ ଫାଇଟ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ଅସିତ ପଟ୍ଟନାୟକ, ନିଜ ଶକ୍ତି ପ୍ରଦର୍ଶନ କରିସାରିଛନ୍ତି । ବିଜେଡି ପ୍ରାର୍ଥୀ ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ। ସେ ମଧ୍ୟ ସହରର ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବିଜେପିର ପ୍ରାର୍ଥୀ ହୋଇଛନ୍ତି ଯୁବ ଚେହେରା ଶୀତାଂଶୁ ଶେଖର ମହାପାତ୍ର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp BjD Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe