ଇଣ୍ଡି ମେଣ୍ଟକୁ ବଳ ଦେବା ପାଇଁ ନବୀନ କଲେ ଯୋଜନା | Odisha Reporter
ବିଜେଡି ଲୋକସଭାରେ ଶୁନ ହୋଇଯିବା ପରେ ବାଘ ଭଳି ଗର୍ଜିବାକୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟସଭାରେ ବିଜେପିକୁ ଜୋରଦାର ବିରୋଧ କରିବା ପାଇଁ ବିଜେଡିର ଯୋଜନା । ଓଡ଼ିଶାର ସ୍ବାର୍ଥ ନାଁରେ ସଂସଦ ଭିତରେ ପୁରା କରିବେ ହୋ ହାଲ୍ଲା । ପୂର୍ବରୁ ଲୋକସଭା ଏବଂ ରାଜ୍ୟସଭାରେ ସଂଖ୍ୟା ଥିବା ବେଳେ ରାଜ୍ୟ କଥା ମନେପଡୁନଥିଲା । ଆଉ ଏବେ ରାଜ୍ୟ ପ୍ରସଙ୍ଗ ଆଳରେ ଇଣ୍ଡି ମେଣ୍ଟକୁ ବଳ ଦେବା ପାଇଁ ବିଜେଡିର ଯୋଜନା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
