Advertisment

ରାଜ୍ୟସଭାରେ ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି

ଲୋକସଭାରେ ମୂଳପୋଛ ହୋଇଯିବା ପରେ ରାଜ୍ୟସଭାରେ ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି ।

Advertisment

ବିଜେଡି ଲୋକସଭାରେ ଶୁନ ହୋଇଯିବା ପରେ ବାଘ ଭଳି ଗର୍ଜିବାକୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟସଭାରେ ବିଜେପିକୁ ଜୋରଦାର ବିରୋଧ କରିବା ପାଇଁ ବିଜେଡିର ଯୋଜନା । ଓଡ଼ିଶାର ସ୍ବାର୍ଥ ନାଁରେ ସଂସଦ ଭିତରେ ପୁରା କରିବେ ହୋ ହାଲ୍ଲା । ପୂର୍ବରୁ ଲୋକସଭା ଏବଂ ରାଜ୍ୟସଭାରେ ସଂଖ୍ୟା ଥିବା ବେଳେ ରାଜ୍ୟ କଥା ମନେପଡୁନଥିଲା । ଆଉ ଏବେ ରାଜ୍ୟ ପ୍ରସଙ୍ଗ ଆଳରେ ଇଣ୍ଡି ମେଣ୍ଟକୁ ବଳ ଦେବା ପାଇଁ ବିଜେଡିର ଯୋଜନା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe