ରାଜ୍ୟ ରାଜନୀତିରେ ବିଜେଡିର ଅନ୍ୟତମ ଦୁର୍ଗ ଥିଲା ଯାଜପୁର ଜିଲ୍ଲା। ବାପାଙ୍କ ପରେ ପୁଅମାନେ କରିଚାଲିଥିଲେ ରାଜ୍। କିନ୍ତୁ ୨୪ ନିର୍ବାଚନରେ ମୋଦିଙ୍କ ସୁନାମୀ ମାଡ଼ରେ ପୂରା ଛିନ୍ଛତର ହୋଇଗଲା ବିଜେଡି ଗଡ଼। ଯେଉଁଠି ୭ ରୁ ୭ ବିଧାୟକ ଓ ଜଣେ ସାଂସଦଙ୍କ ଗାଦି ବିଜେଡି ଅକ୍ତିଆର କରୁଥିଲା, ସେହି ଜିଲ୍ଲାରେ ଏବେ ୪ଟି ବିଧାୟକ ଓ ଏକମାତ୍ର ସାଂସଦ ଗାଦିକୁ ଅକ୍ତିଆର କରିଛି ବିଜେପି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପୂର୍ବତନ ଆତଙ୍କବାଦୀକୁ ସମ୍ମାନିତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ଦେଶର ରତ୍ନ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ। ଭାବପ୍ରବଣ ହୋଇ ଗୁଳି ମାରିଥିବାରୁ ମାମଲା ରୁଜୁ ନକରିବାକୁ କଲେ ଦାବି।
Politics
ଆସନ୍ତାକାଲି ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ୍ ସବସିଡି ଦେବେ ମୁଖ୍ୟମନ୍ତ୍ରୀ
ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା। ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୁରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ସମାବେଶ କରି ବଣ୍ଟା ହେବ ଇନପୁଟ ସବସିଡ଼ି।
Politics
'ଇଣ୍ଡିଆ' ମେଣ୍ଟର ନେତୃତ୍ୱ ନେବେ ମମତା! ସମର୍ଥନ କଲା ସପା, କଂଗ୍ରେସ ଛାନିଆ
କଂଗ୍ରେସର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲା ବାମଦଳ। ସେପଟେ ନେତୃତ୍ୱ ବିଷୟରେ ଏକାଠି ଆଲୋଚନା ହେବା ଉଚିତ କହିଲା କଂଗ୍ରେସ।
Politics
ବିରୋଧୀ ମେଣ୍ଟରୁ ଓହରି ଗଲା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି
ଏମଭିଏରେ ଥିବା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଆଜି ମେଣ୍ଟରୁ ଓହରି ଯାଇଛି।