Advertisment

ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିଯିବ ଓ ସମସ୍ତେ ବିଜେପିକୁ ଚାଲି ଆସିବେ: ହିମନ୍ତ ବିଶ୍ୱଶର୍ମା

'ନିର୍ବାଚନ ହାରିଗଲେ ବିଜେଡି ଭାଙ୍ଗିଯିବ ଓ ସମସ୍ତେ ବିଜେପିକୁ ଚାଲି ଆସିବେ। ଯେଉଁମାନଙ୍କର ଆତ୍ମସମ୍ମାନ ଅଛି ସେମାନେ ବିଜେଡିରେ ରହିବେନି।'

author-image
Manoj Swain

ନିର୍ବାଚନ ହାରିଗଲେ ବିଜେଡି ଭାଙ୍ଗିଯିବ ଓ ସମସ୍ତେ ବିଜେପିକୁ ଚାଲି ଆସିବେ। ଯେଉଁମାନଙ୍କର ଆତ୍ମସମ୍ମାନ ଅଛି ସେମାନେ ବିଜେଡିରେ ରହିବେନି । କେବଳ ସେତିକି ନୁହେଁ ୧୧ ତାରିଖରେ ପାଣ୍ଡିଆନ ତାମିଲନାଡୁ ଚାଲିଗଲେ ବହୁତ କିଛି ଜଣାପଡ଼ିବ। ଗତକାଲି ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଏପରି ଭାବେ ସାଂଘାତିକ ଟାର୍ଗେଟ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। 

Advertisment
Odisha Bjp Himanta Biswa Sarma