ମାର୍କେଟକୁ ଗୁଗଲି ଛାଡୁଛି ବିଜେଡି ! || Odisha Politics || BJD MP Munna Khan || BJP || Odisha Reporter
Advertisment
ମାର୍କେଟକୁ ଗୁଗଲି ଛାଡୁଛି ବିଜେଡି ! ବିଜେପି କହୁଛି, ବିଜେଡି ରହିବନି। ସେହିଭଳି ବିଜେଡି କହୁଛି, ଆମେ ସରକାର କରିବୁ । ବିଜେଡି ସାଂସଦ ମୁନ୍ନା ଖାଁ କହିଲେ, ବିଜେଡି ଲିଙ୍କରେ 14 ବିଜେପି ବିଧାୟକ । ଏମାନଙ୍କୁ ନେଇ ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ। ବିଜେପି କହିଲା, ମୁନ୍ନା ଖାଁଙ୍କର ଏଭଳି ମନ୍ତବ୍ୟ ମିଡିଆ ଷ୍ଟଣ୍ଟ । ବିଜେଡିର ଆୟୁଷ କ୍ଷୀଣ, ୨୯ ପର୍ଯ୍ୟନ୍ତ ରହିବ କି ନାହିଁ ସନ୍ଦେହ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us