ବିଧାୟକଙ୍କ ମନରେ ମନ୍ତ୍ରୀ ଭାବ ପାଇଁ ନବୀନଙ୍କ ନୂଆ ଯୋଜନା! | Odisha Reporter
ଜିତିଥିବା ବିଧାୟକଙ୍କ ମନଥଣ୍ଡା ଓ ମନ୍ତ୍ରୀ ଭାବ ସୃଷ୍ଟି ପାଇଁ ନବୀନଙ୍କ ନୂଆ ଉପାୟ । ନିଜକୁ ଛାଡି 50 ଜଣ ବିଧାୟକଙ୍କୁ ବିଭାଗ ବଣ୍ଟନ କରିଦେଲେ ନବୀନ । ଏହି ବିଧାୟକମାନେ ନିଜ ନିଜ ବିଭାଗର ମନ୍ତ୍ରୀମାନଙ୍କୁ ଘେରିବା ପାଇଁ କରିବେ ରଣନୀତି । 24 ବର୍ଷରେ ବିଭିନ୍ନ ବିଭାଗରେ ହୋଇଥିବା କେଳେଙ୍କାରୀ ପେଡି ଖୋଲିବ ବିଜେପି ! ଏପରି ହେଲେ ମନ୍ତ୍ରୀଙ୍କୁ ଘେରିବେ ନା ଓଲଟି ଘାଇଲା ହେବେ ତାକୁ ନେଇ ପ୍ରଶ୍ନ । ଏହି ଯୋଜନାରେ କେବେ ମନ୍ତ୍ରୀ ହୋଇନଥିବା ବିଧାୟକ ପାଇଲେ ବଡ଼ ବିଭାଗ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
