Advertisment

ସରକାରଙ୍କ ସମସ୍ତ ବିଭାଗ ଉପରେ ନଜର ରଖିବ ବିଜେଡି

ପ୍ରଥମ ଥର ପାଇଁ ବିରୋଧୀ ଦଳରେ ବସିଥିବା ବିଜେଡି ସରକାରଙ୍କ ପ୍ରତିଟି କାର୍ଯ୍ୟ ଉପରେ କଡ଼ା ନଜର ରଖିବାକୁ ଭିନ୍ନ ଏକ କୌଶଳ ଆପଣାଇଛି। ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକ ରଖିବେ ନଜର।

Advertisment

ଜିତିଥିବା ବିଧାୟକଙ୍କ ମନଥଣ୍ଡା ଓ ମନ୍ତ୍ରୀ ଭାବ ସୃଷ୍ଟି ପାଇଁ ନବୀନଙ୍କ ନୂଆ ଉପାୟ । ନିଜକୁ ଛାଡି 50 ଜଣ ବିଧାୟକଙ୍କୁ ବିଭାଗ ବଣ୍ଟନ କରିଦେଲେ ନବୀନ । ଏହି ବିଧାୟକମାନେ ନିଜ ନିଜ ବିଭାଗର ମନ୍ତ୍ରୀମାନଙ୍କୁ ଘେରିବା ପାଇଁ କରିବେ ରଣନୀତି । 24 ବର୍ଷରେ ବିଭିନ୍ନ ବିଭାଗରେ ହୋଇଥିବା କେଳେଙ୍କାରୀ ପେଡି ଖୋଲିବ ବିଜେପି ! ଏପରି ହେଲେ ମନ୍ତ୍ରୀଙ୍କୁ ଘେରିବେ ନା ଓଲଟି ଘାଇଲା ହେବେ ତାକୁ ନେଇ ପ୍ରଶ୍ନ । ଏହି ଯୋଜନାରେ କେବେ ମନ୍ତ୍ରୀ ହୋଇନଥିବା ବିଧାୟକ ପାଇଲେ ବଡ଼ ବିଭାଗ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe