Advertisment

ଭୁଲ ହୋଇଗଲା ଅପା-ଭାଇନାଙ୍କ ଗଣିତ

ବିଜେପି ହାତରୁ ଅଳ୍ପକେ ଖସିଗଲା ନିମାପଡ଼ା ଏନଏସି । ଭଇନା-ଅପା ଦୁହେଁ ମିଶି ରଣନିତୀ କରିଥିଲେ ବି ଫେଲ୍ ମାରିଗଲେ ।

Advertisment

ବିଜେପି ହାତରୁ ଅଳ୍ପକେ ଖସିଗଲା ନିମାପଡ଼ା ଏନଏସି । ଭଇନା-ଅପା ଦୁହେଁ ମିଶି ରଣନିତୀ କରିଥିଲେ ବି ଫେଲ୍ ମାରିଗଲେ । ଆଠ ସଦସ୍ୟଙ୍କ ସ୍ୱାକ୍ଷରରେ ଅନାସ୍ଥା ପ୍ରସ୍ତାବ ଗଲା କିନ୍ତୁ ଭୋଟିଂ ବେଳେ ସାତ ସଦସ୍ୟ ଭୋଟ ଦେଲେ । ଜଣେ ଅବୁଝା କାଉନସିଲଙ୍କୁ ମନାଇପାରିଲାନି ବିଜେପି । ଏପଟେ ସୁଯୋଗ ଅପେକ୍ଷାରେ ଥିବା ବିଜେଡି ଝାମ୍ପ ମାରିନେଲା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Bjp Nimapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe