'ଉଜ୍ଜ୍ଵଳା' ଆଳରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲା ମହିଳା ବିଜେଡି

ଭୁବନେଶ୍ୱର : ରାଜ୍ୟର ଉଜ୍ଜ୍ୱଳା ଯୋଜନା ମହାଦୁର୍ନୀତି ଓ ଗ୍ୟାସ୍‍ ରିଫିଲିଂ କ୍ଷେତ୍ରରେ ତଞ୍ଚକତାକୁ ବିରୋଧ କରି ଆଜି ମହିଳା ବିଜେଡି ପକ୍ଷରୁ ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲ୍‍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ବିକ୍ଷୋଭସ୍ଥଳରେ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା ମହାଦୁର୍ନୀତିରେ କେନ୍ଦ୍ର ସରକାର ଓଡ଼ିଶାର ଗରିବ ମହିଳାମାନଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି। ଉଜ୍ଜ୍ୱଳା ଯୋଜନା ଆମ ରାଜ୍ୟରେ ସଫଳ ହୋଇଛି ବୋଲି ବିପଣନ କମ୍ପାନୀଗୁଡିକ […]

BJD-1 FINAL

BJD-1 FINAL

Sampad Mahapatra
  • Published: Thursday, 04 October 2018
  • Updated: 04 October 2018, 10:07 PM IST

Sports

Latest News

ଭୁବନେଶ୍ୱର : ରାଜ୍ୟର ଉଜ୍ଜ୍ୱଳା ଯୋଜନା ମହାଦୁର୍ନୀତି ଓ ଗ୍ୟାସ୍‍ ରିଫିଲିଂ କ୍ଷେତ୍ରରେ ତଞ୍ଚକତାକୁ ବିରୋଧ କରି ଆଜି ମହିଳା ବିଜେଡି ପକ୍ଷରୁ ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲ୍‍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ବିକ୍ଷୋଭସ୍ଥଳରେ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା ମହାଦୁର୍ନୀତିରେ କେନ୍ଦ୍ର ସରକାର ଓଡ଼ିଶାର ଗରିବ ମହିଳାମାନଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି। ଉଜ୍ଜ୍ୱଳା ଯୋଜନା ଆମ ରାଜ୍ୟରେ ସଫଳ ହୋଇଛି ବୋଲି ବିପଣନ କମ୍ପାନୀଗୁଡିକ ପକ୍ଷରୁ ଏହାର ରାଜ୍ୟ ସଂଯୋଜକ ଯେଉଁ ଦାବି କରିଛନ୍ତି, ତାହା କେବଳ ଧୂଆଁବାଣ। ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନନେଇ କେନ୍ଦ୍ର ସରକାର ତାଙ୍କ ଦଳୀୟ କର୍ମୀମାନଙ୍କ ଜରିଆରେ ଉଜ୍ଜ୍ୱଳା ଯୋଜନାରେ ଭୂତ ହିତାଧିକାରୀମାନଙ୍କ ନାମରେ ପଞ୍ଜିକୃତ କରାଇଛନ୍ତି।

ଓଡ଼ିଶାର ଓଡ଼ିଆ ଲୋକ ହୋଇ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି, ଯାହା କ୍ଷୋଭ ଓ ପରିତାପର ବିଷୟ।ସେହିପରି ଉଜ୍ଜ୍ୱଳା ଯୋଜନା ସବ୍‍ସିଡି ଅର୍ଥ ଠିକ୍‍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନଥିବା ଅଭିଯୋଗ ହେଉଛି । କେନ୍ଦ୍ର ତୈଳମନ୍ତ୍ରୀ ଏଥିରେ କାହିଁକି ନିରବ ରହିଛନ୍ତି? କେନ୍ଦ୍ର ସରକାର ବିଶେଷକରି ତୈଳ ମନ୍ତ୍ରାଳୟ ଏବେ ଅପାରଗ ଓ ସ୍ଥାଣୁ ପାଲଟିଯାଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।

ଶ୍ରୀମତୀ ମଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ରାଜଶ୍ରୀ ମଲ୍ଲିକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ମହିଳା ବିଜେଡିର ସମସ୍ତ ରାଜ୍ୟ ଉପସଭାନେତ୍ରୀ, ସାଧାରଣ ସଂପାଦିକା, ସଂପାଦିକା, ଭୁବନେଶ୍ୱର ମହିଳା ସଭାନେତ୍ରୀ ଭାରତୀ ସିଂହ, କର୍ପୋରେଟର୍‍ଙ୍କ ସମେତ ସମସ୍ତ ଜିଲ୍ଲାର ସଭାନେତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story