ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି: ଭରା ସଭାରେ ବୃଦ୍ଧଙ୍କୁ ଧକ୍କା ମାରିଲେ ବିଜେଡି କର୍ମୀ

ଭରା ସଭାରେ ବୃଦ୍ଧ ଜଣଙ୍କ ଏମିତି କଣ କହିଦେଲେ କି ? ହଜମ କରିପାରିଲେନି ବିଜେଡି କର୍ମୀ। ରାଗିପାଚି ଲାଲ ହୋଇଗଲେ।

Manoj Swain
  • Published: Sunday, 19 May 2024
  • Updated: 19 May 2024, 06:45 PM IST

Sports

Latest News

ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ! ବିଜେଡିର ନିର୍ବାଚନୀ ସଭାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ମାରିଲେ ବିଜେଡି କର୍ମୀ । ବୃଦ୍ଧ ଜଣଙ୍କ ଚାପିକି ସବୁ ଶୁଣୁଥିଲେ, ମଝିରେ ଚାପିକି ପାଣ୍ଡିଆନଙ୍କୁ କହିଦେଲେ । ଶୁଣିଦେଲେ ବିଜେଡି କର୍ମୀ, ପରେ ମଉସାଙ୍କୁ ଧକ୍କା ମାରି ମାରି କରିଦେଲେ ବାହାର । ଭରା ସଭାରେ ବୟସ୍କ ବ୍ୟକ୍ତି ଜଣକ ଏମିତି କଣ କହିଦେଲେ କି ? ହଜମ କରିପାରିଲେନି ବିଜେଡି କର୍ମୀ। ରାଗିପାଚି ଲାଲ ହୋଇଗଲେ। ଜଣେ ବୟସ୍କ ବ୍ୟକ୍ତିଙ୍କୁ ଇଏ କି ପ୍ରକାର ବ୍ୟବହାର ? ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos