ଭରା ସଭାରେ ଚାପିକି କହିଦେଲେ ମଉସା, ରାଗିଗଲେ ବିଜେଡି କର୍ମୀ, ମାରିଲେ ଧକ୍କା | Odisha Reporter
Advertisment
ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ! ବିଜେଡିର ନିର୍ବାଚନୀ ସଭାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ମାରିଲେ ବିଜେଡି କର୍ମୀ । ବୃଦ୍ଧ ଜଣଙ୍କ ଚାପିକି ସବୁ ଶୁଣୁଥିଲେ, ମଝିରେ ଚାପିକି ପାଣ୍ଡିଆନଙ୍କୁ କହିଦେଲେ । ଶୁଣିଦେଲେ ବିଜେଡି କର୍ମୀ, ପରେ ମଉସାଙ୍କୁ ଧକ୍କା ମାରି ମାରି କରିଦେଲେ ବାହାର । ଭରା ସଭାରେ ବୟସ୍କ ବ୍ୟକ୍ତି ଜଣକ ଏମିତି କଣ କହିଦେଲେ କି ? ହଜମ କରିପାରିଲେନି ବିଜେଡି କର୍ମୀ। ରାଗିପାଚି ଲାଲ ହୋଇଗଲେ। ଜଣେ ବୟସ୍କ ବ୍ୟକ୍ତିଙ୍କୁ ଇଏ କି ପ୍ରକାର ବ୍ୟବହାର ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us