\'ଆମ ଓଡିଶା ନବୀନ ଓଡିଶାର ଫଳକ ଭାଙ୍ଗିଲେ ବିଜେଡି କର୍ମୀ’ | Odisha Reporter
ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କୁରୁଡ଼ା ପଞ୍ଚାୟତରେ ଫଳକ ଭାଙ୍ଗିଦେଲେ ବିଜେଡି କର୍ମୀ। ସରକାର ପ୍ରତ୍ୟେକ ପଞ୍ଚାୟତକୁ 'ଆମ ଓଡିଶା ନବୀନ ଓଡିଶା' ମାଧ୍ୟମରେ 50 ଲକ୍ଷ ଟଙ୍କା ଦେଉଛନ୍ତି। ତେଣୁ ଏହି କାମ କରିବାକୁ ପଞ୍ଚାୟତର 3ଟି ଜାଗାରେ ଫଳକ ମରାଯାଇଥିଲା। କିନ୍ତୁ ରାତି ପହିଲାବେଳକୁ ଫଳକ ଭାଙ୍ଗି ତଳେ ପଡିଛି। ବିଜେଡିର ଅସନ୍ତୁଷ୍ଟ କର୍ମୀ ସରପଞ୍ଚ ଓ ସମିତିସଭ୍ୟାଙ୍କୁ ଫଳକ ଭାଙ୍ଗିଦେବାକୁ ଧମକ ଦେଇଥିଲେ । ତେଣୁ ସେହି ମାନେ ଭାଙ୍ଗିଦେଇଥିବା ନେଇ ସରପଞ୍ଚ ଅଭିଯୋଗ କରିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
