ମନ୍ତ୍ରୀଙ୍କ ପଞ୍ଚାୟତକୁ ଟଙ୍କା ବାଣ୍ଟିବାକୁ ଆସି ହଟହଟା ହେଲେ ବିଜେଡି କର୍ମୀ

ଏପରି ଅଭିଯୋଗ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଜିଲ୍ଲା ମୟୂରଭଞ୍ଜ ଟାଙ୍ଗିଆ ପଞ୍ଚାୟତରୁ ଆସିଛି।

Manoj Swain
  • Published: Wednesday, 29 May 2024
  • Updated: 29 May 2024, 06:01 PM IST

Sports

Latest News

ସ୍ପଷ୍ଟ ଦିବା ଲୋକରେ ବିଜେଡି ବାଣ୍ଟୁଥିଲା ଟଙ୍କା ! ଘରକୁ ଘର ବୁଲି ଟଙ୍କା ବାଣ୍ଟୁଥିଲେ ବିଜେଡି କର୍ମୀ। ଏପରି ଅଭିଯୋଗ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଜିଲ୍ଲା ମୟୂରଭଞ୍ଜ ଟାଙ୍ଗିଆ ପଞ୍ଚାୟତରୁ ଆସିଛି। ବିଜେଡି କର୍ମୀଙ୍କୁ ଗାଁ ଲୋକେ ବିରୋଧ କରିଥିଲେ। ପରେ ମାଡ଼ ମାରିବା ସହ ବାଣ୍ଟିବାକୁ ଆଣିଥିବା ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos