BJD ପାଇଁ ଟଙ୍କା ବାଣ୍ଟିବାକୁ ଆସି ହଟହଟା ହେଲେ ମହିଳା | Election 2024 | Viral Video | Odisha Reporter
Advertisment
ସ୍ପଷ୍ଟ ଦିବା ଲୋକରେ ବିଜେଡି ବାଣ୍ଟୁଥିଲା ଟଙ୍କା ! ଘରକୁ ଘର ବୁଲି ଟଙ୍କା ବାଣ୍ଟୁଥିଲେ ବିଜେଡି କର୍ମୀ। ଏପରି ଅଭିଯୋଗ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଜିଲ୍ଲା ମୟୂରଭଞ୍ଜ ଟାଙ୍ଗିଆ ପଞ୍ଚାୟତରୁ ଆସିଛି। ବିଜେଡି କର୍ମୀଙ୍କୁ ଗାଁ ଲୋକେ ବିରୋଧ କରିଥିଲେ। ପରେ ମାଡ଼ ମାରିବା ସହ ବାଣ୍ଟିବାକୁ ଆଣିଥିବା ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us