ଗୋଳମାଳିଆ ହେଲାଣି ରାୟଗଡ଼ା ରାଜନୀତି। ବିଜେଡି ସୁପ୍ରିମୋ, ପ୍ରାର୍ଥୀ ଘୋଷଣା କରିବା ସତ୍ତ୍ବେ ଦଳୀୟ ଅସନ୍ତୋଷ ଚରମ ସୀମାରେ ପହଁଚିଛି। ଏମିତିକି ସୁପ୍ରିମୋଙ୍କୁ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ଧମକ ଦେଲେଣି ନେତା ଓ କର୍ମୀ । ଯଦି ଦଳ ନିଷ୍ପତ୍ତି ନ ବଦାଳାଏ, ତେବେ ସ୍ୱାଧୀନରୁ ପ୍ରାର୍ଥୀ ହେବାକୁ କହିଲେଣି ଅସନ୍ତୁଷ୍ଟ ଗୋଷ୍ଠୀ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସଂସଦରେ ଧକ୍କା କାଣ୍ଡ: ରାହୁଲ ଗାନ୍ଧିଙ୍କ କେସ୍ର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ବିଜେପିର ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍ ରାହୁଲ ଗାନ୍ଧିଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।
Politics
ପ୍ରତାପ ଷଡ଼ଙ୍ଗୀଙ୍କୁ ଅଭିନୟ ପାଇଁ ଅସ୍କାର ମିଳିବା ଦରକାର କହିଲେ ଜୟା ବଚ୍ଚନ
ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁକେଶ ରାଜପୁତ ମଧ୍ୟ ଗତକାଲି ସଂସଦରେ ହୋଇଥିବା ଦଙ୍ଗାରେ ଆହତ ହୋଇଥିବା ଅଭିଯୋଗ ହୋଇଛି।
Politics
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ‘୧୯୮୪’ ବ୍ୟାଗ ଦେଲେ ବିଜେପି ସାଂସଦ ଅପରାଜିତା
ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସଂସଦକୁ ୧୯୮୪ ଲେଖାଥିବା ଗୋଟିଏ ବ୍ୟାଗ ଧରି ଆସିଥିଲେ।
Politics
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲା ଇଡି
ନିରଞ୍ଜନଙ୍କ ନୟାପଲ୍ଲୀ ଘର ସମେତ ୩ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ରହିଛି।
Politics
ସଂସଦରେ ମାରପିଟ ଘଟଣା; ରାହୁଲଙ୍କ ବିରୋଧରେ ରୁଜୁ ହେଲା ମାମଲା
ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଦୁଇ ବିଜେପି ସାଂସଦ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ସେପଟେ ଖଡଗେଙ୍କୁ ବିଜେପି ସାଂସଦ ଧକ୍କା ମାରିଥିବା ଅଭିଯୋଗ ବି ହୋଇଛି।