ଟିକେଟ୍ ବଣ୍ଟା ସରିଲାଣି ଭାଗବଣ୍ଟା ଛିଡୁନି | Odisha Reporter
ଗୋଳମାଳିଆ ହେଲାଣି ରାୟଗଡ଼ା ରାଜନୀତି। ବିଜେଡି ସୁପ୍ରିମୋ, ପ୍ରାର୍ଥୀ ଘୋଷଣା କରିବା ସତ୍ତ୍ବେ ଦଳୀୟ ଅସନ୍ତୋଷ ଚରମ ସୀମାରେ ପହଁଚିଛି। ଏମିତିକି ସୁପ୍ରିମୋଙ୍କୁ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ଧମକ ଦେଲେଣି ନେତା ଓ କର୍ମୀ । ଯଦି ଦଳ ନିଷ୍ପତ୍ତି ନ ବଦାଳାଏ, ତେବେ ସ୍ୱାଧୀନରୁ ପ୍ରାର୍ଥୀ ହେବାକୁ କହିଲେଣି ଅସନ୍ତୁଷ୍ଟ ଗୋଷ୍ଠୀ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
