Advertisment

ଗୋଳମାଳିଆ ହେଲାଣି ରାୟଗଡ଼ା ରାଜନୀତି

ଯଦି ଦଳ ନିଷ୍ପତ୍ତି ନ ବଦାଳାଏ, ତେବେ ସ୍ୱାଧୀନରୁ ପ୍ରାର୍ଥୀ ହେବାକୁ କହିଲେଣି ଅସନ୍ତୁଷ୍ଟ ଗୋଷ୍ଠୀ।

Advertisment

ଗୋଳମାଳିଆ ହେଲାଣି ରାୟଗଡ଼ା ରାଜନୀତି। ବିଜେଡି ସୁପ୍ରିମୋ, ପ୍ରାର୍ଥୀ ଘୋଷଣା କରିବା ସତ୍ତ୍ବେ ଦଳୀୟ ଅସନ୍ତୋଷ ଚରମ ସୀମାରେ ପହଁଚିଛି। ଏମିତିକି ସୁପ୍ରିମୋଙ୍କୁ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ଧମକ ଦେଲେଣି ନେତା ଓ କର୍ମୀ । ଯଦି ଦଳ ନିଷ୍ପତ୍ତି ନ ବଦାଳାଏ, ତେବେ ସ୍ୱାଧୀନରୁ ପ୍ରାର୍ଥୀ ହେବାକୁ କହିଲେଣି ଅସନ୍ତୁଷ୍ଟ ଗୋଷ୍ଠୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Rayagada BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe