‘ରାସ୍ତା କ୍ଲିୟର କର, ମୁଁ ଯିବି’ | Odisha Reporter
ବ୍ରହ୍ମପୁର ଯିବା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ, ଲାଞ୍ଜିପଲ୍ଲୀ ଓଭରବ୍ରିଜ୍ ନିକଟରେ ଅଟକାଇଲେ ବିଜେଡି କର୍ମୀ, ଗୋ ବ୍ୟାକ୍ ନାରା ଦେଇ ବିଜେଡି କର୍ମୀ ରାସ୍ତା ଛାଡ଼ିଲେନି, ଘଟଣା ସ୍ଥଳରେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକଙ୍କ ମଧ୍ୟରେ ଉଚ୍ଚବାଚ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
