ପାଣ୍ଡିଆନ୍‌ଙ୍କୁ କୌପିନ୍‌ ପିନ୍ଧାଇବାକୁ ଖୋଜୁଛନ୍ତି ବିଜେଡି ନେତା

ଭି.କେ ପାଣ୍ଡିଆନ୍ କେଉଁଠି? ସେନେଇ ସେ କହିଛନ୍ତି, ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା କିଛି କର୍ମୀ ଆଜି ତାଙ୍କ(ପାଣ୍ଡିଆନ୍‌) ଘର ଖୋଜୁଥିଲୁ। ହେଲେ ପାଇଲୁ ନାହିଁ। ତେବେ ପ୍ରଚାର ବେଳେ ସେ କହୁଥିଲେ ପରାଜୟ ପରେ ସନ୍ନ୍ୟାସ ନେବେ।

VK Pandian PhotoOR

ବିଜେଡି ନେତା ଭି.କେ ପାଣ୍ଡିଆନ୍‌

Manoranjan Sial
  • Published: Wednesday, 05 June 2024
  • Updated: 05 June 2024, 06:59 PM IST

Sports

Latest News

ଭି.କେ ପାଣ୍ଡିଆନ୍‌ଙ୍କୁ ଖୋଜୁଛନ୍ତି ବିଜେଡି ନେତା ଓ କର୍ମୀ। ମିଳିଲେ କପିଳାଶ ନେଇ ପିନ୍ଧାଇବେ କୌପିନ୍‌। ଆଉ ହାତରେ କମଣ୍ଡୁଳ ଧରାଇ ଗୁମ୍ଫାରେ ପୂରାଇ ଦେବେ। ସେହି ଗୁମ୍ଫାରେ ନବୀନ ନବୀନ ନାମ ଜମିବାକୁ କହିବେ। ପରାଜୟ ପରେ ବିଜେଡି ନେତାମାନେ ଆଜି ଗଣମାଧ୍ୟମରେ ଏମିତି କହୁଛନ୍ତି। ଯାହାକୁ ନେଇ ସାଧାରଣରେ କୌତୁହଳ ସୃଷ୍ଟି ହୋଇଛି।

ବିଜେଡି ନେତା ମାନସ ବସ୍ତିଆ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ସୁନା ଭଳି ଚକ୍‌ଚକ୍‌ ମାରୁଥିବା ଚେହେରାରେ କଳଙ୍କର ଦାଗ ବୋଳି ଦେଇଛନ୍ତି ଭି.କେ ପାଣ୍ଡିଆନ୍‌। ସିଏ ନିଜର ବଡିମା ବଢ଼ାଇବା ପାଇଁ ପୋଷ୍ଟରରେ ନିଜର ଫଟୋ ଛପାଇ ଦେଲେ। ନିଜେ ଷ୍ଟାର ପ୍ରଚାରକ ହୋଇଗଲେ। ନିଜେ ସାରା ଓଡ଼ିଶାରେ ବୁଲିଲେ। ମଞ୍ଚରେ କାହାକୁ ଛିଡ଼ା କରିବାକୁ ଦେଲେନାହିଁ। ବିଜେଡିର ନେତାମାନେ ବିଧାୟକ ଓ ସାଂସଦ ପଦ ପାଇଁ ମୁହଁ ଖୋଲି ପାରିଲେ ନାହିଁ। ଆଉ ଯିଏ ସତ କଥା କହୁଥିଲେ, ତାଙ୍କୁ ବାହାର କରିଦେଉଥିଲେ ବୋଲି ଶ୍ରୀ ବସ୍ତିଆ କହିଛନ୍ତି।

Also Read

ଭି.କେ ପାଣ୍ଡିଆନ୍ କେଉଁଠି? ସେନେଇ ସେ କହିଛନ୍ତି, ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା କିଛି କର୍ମୀ ଆଜି ତାଙ୍କ(ପାଣ୍ଡିଆନ୍‌) ଘର ଖୋଜୁଥିଲୁ। ହେଲେ ପାଇଲୁ ନାହିଁ। ତେବେ ପ୍ରଚାର ବେଳେ ସେ କହୁଥିଲେ ପରାଜୟ ପରେ ସନ୍ନ୍ୟାସ ନେବେ। ତେଣୁ ସିଏ କନ୍ୟାକୁମାରୀ ବା ହିମାଳୟରେ ସନ୍ନ୍ୟାସ ନେଇଥିବେ। ଯଦି ଆମେ ବିଜେଡି ନେତା ବା କର୍ମୀ ତାଙ୍କୁ ପାଇଲୁ, ତାହାହେଲେ ତାଙ୍କୁ କପିଳାଶ ନେଇଯିବୁ। ତାଙ୍କୁ ସେଠାରେ କୌପିନ୍ ପିନ୍ଧାଇବୁ। ଧରିବା ପାଇଁ କମଣ୍ଡଳୁ ଦେବୁ। ତାଙ୍କୁ ସନ୍ନ୍ୟାସୀ କରାଇ ଦେବୁ। ନବୀନ ନବୀନ ନାମ ଜପିବା ପାଇଁ ଗୁମ୍ଫାରେ ରହିବାର ବ୍ୟବସ୍ଥା କରିବୁ ବୋଲି ଶ୍ରୀ ବସ୍ତିଆ କହିଛନ୍ତି।

କ୍ରିତଦାସ ପ୍ରସଙ୍ଗରେ ସେ କହିଛନ୍ତି, ଯିଏ କ୍ରିତଦାସ କହୁଥିଲେ ଓ ଆଉ ଯିଏ ମୁଖ୍ୟମନ୍ତ୍ରୀ ଭି.କେ ପାଣ୍ଡିଆନ୍‌ କହୁଥିଲେ, ସେମାନେ ନେତା ହୋଇପାରିଲେ ନାହିଁ। ସେମାନେ ହାରି ଆଜି ଘରେ ରହିଗଲେ। ସେମାନେ ସେବା ନାଁରେ ଯେଉଁ ହରିଲୁଟ୍‌ କରୁଥିଲେ, ତାହାର ଆଜି ପର୍ଦ୍ଦାଫାସ ହୋଇଯାଇଛି। ନବୀନ ପଟ୍ଟନାୟକଙ୍କ ଚନ୍ଦ୍ରମାରେ ସେମାନେ କଳଙ୍କ ଲଗାଇଛନ୍ତି ବୋଲି ବସ୍ତିଆ କହିଛନ୍ତି।

ପାଣ୍ଡିଆନ୍‌ଙ୍କ ଗସ୍ତକୁ ନେଇ ସେ କହିଛନ୍ତି, ପାଣ୍ଡିଆନ୍‌ଙ୍କ ପାଇଁ ଲୋକଙ୍କ ଭିଡ଼ ହେଉନଥିଲା। ବିଧାୟକମାନେ ଲୋକ ଠୁଳ କରୁଥିଲେ। ବିଜେଡି ପାଣ୍ଡିଆନ୍‌ଙ୍କୁ ନେଇ ତିଆରି ହୋଇନଥିଲା। ବିଜୁ ପଟ୍ଟନାୟକଙ୍କୁ ଭଲ ପାଉଥିବା, ଓଡ଼ିଶାର ଆଶା ଓ ଆଙ୍କାକ୍ଷାକୁ ନେଇ କାମ କରିବା, ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାକୁ ଦିଲ୍ଲୀ ଦରବାରକୁ ନେବା ପାଇଁ ତିଆରି ହୋଇଥିଲା ବିଜେଡି। ଏହାଛଡ଼ା ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ବିଜେଡି ତିଆରି ହୋଇଥିବା ଶ୍ରୀ ବସ୍ତିଆ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story