Advertisment

ସୁରଙ୍କୁ ପ୍ରଶଂସା କଲେ, ଅଶୋକଙ୍କ ନାଁ ନେଲେନି

ବିରଞ୍ଚି ନିଜ ଭାଷଣରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଭୁରି ଭୁରି ପ୍ରଶଂସା କରିଥିବାବେଳେ ଅଶୋକ ପଣ୍ଡାଙ୍କ ନାଁ ଥରେ ହେଲେ ବି ଧରିନଥିଲେ ।

author-image
Manoj Swain

ତୀବ୍ର ହେଉଛି ଅଶୋକ-ବିରଞ୍ଚି କଳି । ଗୋଟିଏ ମଞ୍ଚରେ ଦେଖାଦେଇଥିଲେ ଅଶୋକ ପଣ୍ଡା ଓ ବିରଞ୍ଚି ମହାସୂପକାର। ବିରଞ୍ଚି ନିଜ ଭାଷଣରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଭୁରି ଭୁରି ପ୍ରଶଂସା କରିଥିବାବେଳେ ଅଶୋକ ପଣ୍ଡାଙ୍କ ନାଁ ଥରେ ହେଲେ ବି ଧରିନଥିଲେ । ଉଲ୍ଲେଖଯୋଗ୍ୟ, ଅଶୋକଙ୍କୁ ଖୋଲା ବିରୋଧ କରି ବିଜେଡି କର୍ପୋରେଟର ବିରଞ୍ଚି ଏକାମ୍ର ବିଧାୟକ ପାଇଁ ଲବି କରୁଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Bhubaneswar Odisha