ସୁରଙ୍କୁ ପ୍ରଶଂସା କଲେ, ଅଶୋକଙ୍କ ନାଁ ନେଲେନି | Odisha Reporter
Advertisment
ତୀବ୍ର ହେଉଛି ଅଶୋକ-ବିରଞ୍ଚି କଳି । ଗୋଟିଏ ମଞ୍ଚରେ ଦେଖାଦେଇଥିଲେ ଅଶୋକ ପଣ୍ଡା ଓ ବିରଞ୍ଚି ମହାସୂପକାର। ବିରଞ୍ଚି ନିଜ ଭାଷଣରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଭୁରି ଭୁରି ପ୍ରଶଂସା କରିଥିବାବେଳେ ଅଶୋକ ପଣ୍ଡାଙ୍କ ନାଁ ଥରେ ହେଲେ ବି ଧରିନଥିଲେ । ଉଲ୍ଲେଖଯୋଗ୍ୟ, ଅଶୋକଙ୍କୁ ଖୋଲା ବିରୋଧ କରି ବିଜେଡି କର୍ପୋରେଟର ବିରଞ୍ଚି ଏକାମ୍ର ବିଧାୟକ ପାଇଁ ଲବି କରୁଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us