୩୦ ଜିଲ୍ଲା ଗସ୍ତ ଶେଷ କଲେ 5ଟି ସଚିବ

  • Published: Sunday, 03 September 2023
  • , Updated: 03 September 2023, 01:00 PM IST

ସରିଛି 5T ସଚିବଙ୍କ ଜିଲ୍ଲା ଗସ୍ତ। ଅଭିଯୋଗ ସାଙ୍ଗକୁ ଶୁଣାଣି ସରକାରଙ୍କୁ କେତେ ଫାଇଦା ଦେବ। ବିଜେଡି ଏହାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହୋଇପାରିବ ତ ? ଗସ୍ତ ପରେ ବିଜେଡ଼ିରେ କୁହୁଳିଛି ଅସନ୍ତୋଷ ।

Related story