Advertisment

‘ରେଡରେ ବିଜେଡି ଦଳର ସଂପୃକ୍ତି ଅଛି’

ଡିଏନ୍ ଗ୍ରୁପଠୁ ନଗଦ ୩୦କୋଟି ଟଙ୍କା ଜବତ ହେବାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ନୂଆ ନାଁ ବିଜେପି ଦେଇଛି ।

author-image
Manoj Swain

ଡିଏନ୍‌ ଗ୍ରୁପ ରେଡ୍‌ରେ ୩୦ କୋଟି ମିଳିବା ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ। ଲୋକଙ୍କ ଆଶଙ୍କା ଏହା ଶାସକ ଦଳର ଗଚ୍ଛିତ ଟଙ୍କା। ସବୁଠାରୁ ବଡ଼ କଥା ହେଲା ଏ ଟଙ୍କା କାହାର, କିଏ ମହଜୁଦ ରଖିଛି ବୋଲି ପ୍ରଶ୍ନ କଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

Advertisment
Odisha IT Raid