‘ରେଡରେ ବିଜେଡି ଦଳର ସଂପୃକ୍ତି ଅଛି’ | Odisha Reporter
Advertisment
ଡିଏନ୍ ଗ୍ରୁପ ରେଡ୍ରେ ୩୦ କୋଟି ମିଳିବା ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ। ଲୋକଙ୍କ ଆଶଙ୍କା ଏହା ଶାସକ ଦଳର ଗଚ୍ଛିତ ଟଙ୍କା। ସବୁଠାରୁ ବଡ଼ କଥା ହେଲା ଏ ଟଙ୍କା କାହାର, କିଏ ମହଜୁଦ ରଖିଛି ବୋଲି ପ୍ରଶ୍ନ କଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us