Advertisment

ଭାଇରାଲ ଅଡିଓକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ

ଆସିକା ବିଧାୟକ ସରୋଜ ପାଢୀ ଜଣେ ବାଲିଘାଟ ଲିଜଧାରୀଙ୍କୁ ଟଙ୍କା ମାଗୁଥିବାର ଅଭିଯୋଗ କରିଛି ବିଜେଡି।

ଅଦ୍ୟତନ ହୋଇଛି
undefined

BJP and BJD

Advertisment

ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଆସିକା ବିଧାୟକ ସରୋଜ ପାଢୀ ଜଣେ ବାଲିଘାଟ ଲିଜଧାରୀଙ୍କୁ ଟଙ୍କା ମାଗୁଥିବାର ଅଭିଯୋଗ କରିଛି ବିଜେଡି। ଏକ ଅଡିଓରେ ବିଧାୟକ ସିଧାସଳଖ ଟଙ୍କା ମାଗୁଛନ୍ତି ଓ ଏହାର ତଦନ୍ତ ହେବା ଦରକାର ବୋଲି କହିଛି ବିଜେଡି। 

Advertisment

ଏପରିକି ଲିଜଧାରୀ ଜଣକ ୨ ଲକ୍ଷ ଟଙ୍କା ଦେଇଥିବାର କହୁଥିବା ଏହି ଅଡିଓରୁ ଜଣାପଡିଛି, ଯାହାର ସତ୍ୟତା ଥିବା ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ । ଏଥିସହ ସେ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ବିଧାୟକ ସରୋଜ ପାଢ଼ୀ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe